ଘିଡ଼୍ଘିଡ଼୍ Ghiṟḍ̠ghiṟḍ̠

  • ଦେ. ଅ. (ଧ୍ୱନ୍ୟନୁକରଣ; ସଂ. ଘର୍ଘର) — ଢୋଲ ଆଦି ବାଦ୍ୟର ଦୁମଦୁମା ଶବ୍ଦ — Drumming noise; rumbling sound
  • ଦେ. ଅ. (ଧ୍ୱନ୍ୟନୁକରଣ; ସଂ. ଘର୍ଘର) — ପାହାଡ଼ିଆ ଭୂମିରେ କଠିନ ପଦାର୍ଥର ଚଞ୍ଚଳ ଗଡ଼ିବା ଶବ୍ଦ — Rattling sound of a cart swiftly rolling over hard ground
  • ଦେ. କ୍ରି. ବିଣ — ଜୋର୍ କରି — Forcibly
  • ଦେ. କ୍ରି. ବିଣ — ଶବ୍ଦ କରି — Noisily