ଘିନ୍ଘିନିଆ Ghin-ghiniā

  • ଦେ. ବି — ଘୃଣାବୋଧ — Feeling of detestation
  • ଦେ. ବିଣ — ଯେ ଖାଦ୍ୟ ବସ୍ତୁ ପ୍ରତି ଘୃଣା ଦେଖାଏ ବା କରେ — Habituated to detest food
  • ଦେ. ବିଣ — ଘୃଣାଜନକ — Detestable