ଘିନି ଖାଇବା Ghini khāibā

  • ପ୍ରାଦେ. (ସମ୍ବଲପୁର) କ୍ରି — ଆହାରୀୟ ଉପକରଣ କିଣି କରି ଖାଇବା — To purchase one's daily victuals in the market every day
  • ପ୍ରାଦେ. (ସମ୍ବଲପୁର) କ୍ରି — (ବ୍ୟଙ୍ଗ) ସୁନ୍ଦର ଦେଖାଯିବା; ଶୋଭା ପାଇବା — (ironical) To look fittingly beautiful