ଘିନାଇବା Ghināibā
- ଦେ. କ୍ରି — ଶୋଭା ପାଇବା — To look beautiful
- ଦେ. କ୍ରି — କଥାରେ ବୋଧସୋଧ କରିବା; ଘେନାଘନି କରିବା — To assuage a person by words
- ଦେ. କ୍ରି — ମନକୁ ପାଇବା; ଘେନିବା — To suit one's taste; to meet with one's approval
- ଦେ. କ୍ରି — ଟେକାଟେକି କରିବା; ଚାଟୁ କରିବା — To flatter