ଘିତିବା Ghitibā

  • ଗ୍ରା. (ଇତର) କ୍ରି. (ସଂ. ଗୃହୀତ=ତୁଳ. ପ୍ରା. ଗହିତ) — (ସକର୍ମକ) ନେବା; ଘେନିବା; ଗ୍ରହଣ କରିବା — To take; to carry
  • ଗ୍ରା. (ଇତର) କ୍ରି. (ସଂ. ଗୃହୀତ=ତୁଳ. ପ୍ରା. ଗହିତ) — (ସକର୍ମକ) ଶୋଭା ପାଇବା — To look beautiful
  • ଗ୍ରା. (ଇତର) କ୍ରି. (ସଂ. ଗୃହୀତ=ତୁଳ. ପ୍ରା. ଗହିତ) — (ଘାଆ ଆଦି) ପ୍ରକୁପିତ ହେବା — To be intensified; to deepen
  • ଗ୍ରା. (ଇତର) କ୍ରି. (ସଂ. ଗୃହୀତ=ତୁଳ. ପ୍ରା. ଗହିତ) — ବ୍ଯଥାଯୁକ୍ତ ହେବା — To ache; to be painful