ଘିଟିଘିଟିଆ Ghiṭighiṭiā

  • ପ୍ରାଦେ. (ବାଲେଶ୍ୱର) ବିଣ. (ତୁଳ. ବଂ. ଘୁଟ୍ଘୁଟୋ) — ଅତ୍ୟନ୍ତ ଗାଢ଼ (ଅନ୍ଧାର) — Dense (darkness)
  • ପ୍ରାଦେ. (ବାଲେଶ୍ୱର) ବିଣ. (ତୁଳ. ବଂ. ଘୁଟ୍ଘୁଟୋ) — ଘର ଚାରିକୋଣ ଘିଟିଘିଟିଆ ଅନ୍ଧାର—ଫକୀରମୋହନ. ଛମାଣଆଠଗୁଣ୍ଠ।