ଘିଅ ମାରିବା Ghia māribā

  • ଦେ. କ୍ରି — ଲହୁଣୀକୁ ନିଆଁରେ ବସାଇ ତହିଁରୁ ଜଳୀୟ ଅଂଶ ନଷ୍ଟକରି ଘିଅରେ ପରିଣତ କରିବା — To clarify butter (by heating over fire) and prepare ghee