ଘିଅ ଦୀପ Ghia dīpa

  • ଦେ. ବି — ଯେଉଁ ଦୀପରେ ତେଲ ପରିବର୍ତ୍ତରେ ଘିଅ ଜଳେ — A lamp burning with ghee
  • ଦେ. ବି — [ଦ୍ର—ଦେବତାଙ୍କ ଆଗରେ ଓ ବୈଦିକ ଅନୁଷ୍ଠାନ ଉପଲକ୍ଷରେ ତୈଳପ୍ରଦୀପ ପରିବର୍ତ୍ତେ ଘିଅଦୀପ ଜଳାଯାଏ।]