ଘିଅ କଉଡ଼ି Ghia kauṟḍ̠i

  • ଦେ. ବି. (ସଂ. ଘୃତ+କପର୍ଦ୍ଦକ) — କଉଡ଼ିଚୂନା ଗୋଳା ଯାଇଥିବା ଘିଅ — Cowrie-powder mixed with ghee
  • ଦେ. ବି. (ସଂ. ଘୃତ+କପର୍ଦ୍ଦକ) — [ଦ୍ର—ଜୀବ ବା ମନୁଷ୍ୟ ବିଶେଷ ଆଘାତପ୍ରାପ୍ତ ହୋଇ— ଥିଲେ ଦେହର ଦରଜ ଛାଡ଼ିବା ନିମନ୍ତେ ଘିଅ କଉଡ଼ି ଖୁଆନ୍ତି।]