ଘାସବାଲୀ Ghāsabālī

  • ଦେ. ବି. ସ୍ତ୍ରୀ — ଯେଉଁ ନୀଚଜାତୀୟ ସ୍ତ୍ରୀଲୋକ ପ୍ରତିଦିନ ପଇସା ନେଇ ଗୃହପାଳିତ ପଶୁଙ୍କ ପାଇଁ ଘାସ ଯୋଗାଏ — A low-caste woman supplying daily grass for domestic cattle (on payment)