ଘାତ Ghāta
- ସଂ. ବି (ହନ୍ ଧାତୁ=ବଧ କରିବା+ଭାବ. ଅ; ହନ ସ୍ଥାନରେ ଘାତ ଆଗମ) — ଆଘାତ; ପ୍ରହାର; ଚୋଟ — Stroke; blow; hit
- ସଂ. ବି (ହନ୍ ଧାତୁ=ବଧ କରିବା+ଭାବ. ଅ; ହନ ସ୍ଥାନରେ ଘାତ ଆଗମ) — ମାରଣ; ବଧ; ହତ୍ୟା — Murder; killing; slaughter
- ସଂ. ବି (ହନ୍ ଧାତୁ=ବଧ କରିବା+ଭାବ. ଅ; ହନ ସ୍ଥାନରେ ଘାତ ଆଗମ) — (+କରଣ. ଅ) ବାଣ; ଶର — Arrow
- ସଂ. ବି (ହନ୍ ଧାତୁ=ବଧ କରିବା+ଭାବ. ଅ; ହନ ସ୍ଥାନରେ ଘାତ ଆଗମ) — କ୍ଷତ; ଘାଆ — Wound; sore
- ସଂ. ବି (ହନ୍ ଧାତୁ=ବଧ କରିବା+ଭାବ. ଅ; ହନ ସ୍ଥାନରେ ଘାତ ଆଗମ) — କ୍ଷମତା — Power
- ସଂ. ବି (ହନ୍ ଧାତୁ=ବଧ କରିବା+ଭାବ. ଅ; ହନ ସ୍ଥାନରେ ଘାତ ଆଗମ) — (+ କରଣ. ଅ) ବଧାସ୍ତ୍ର; ପ୍ରହରଣାସ୍ତ୍ର — Lethal or mortal weapon
- ସଂ. ବି (ହନ୍ ଧାତୁ=ବଧ କରିବା+ଭାବ. ଅ; ହନ ସ୍ଥାନରେ ଘାତ ଆଗମ) — (ଗଣିତ) ଗୁଣଫଳ — (Mathematics) Product
- ସଂ. ବି (ହନ୍ ଧାତୁ=ବଧ କରିବା+ଭାବ. ଅ; ହନ ସ୍ଥାନରେ ଘାତ ଆଗମ) — (ଗଣିତ) କୌଣସି ସଂଖ୍ୟାକୁ ସେହି ରାଶିଦ୍ୱାରା ପୁନଃ ପୁନଃ ଗୁଣିବା — (Arithmetic) Involution; repeated multiplication of one number by itself
- ସଂ. ବି (ହନ୍ ଧାତୁ=ବଧ କରିବା+ଭାବ. ଅ; ହନ ସ୍ଥାନରେ ଘାତ ଆଗମ) — ବିଘ୍ନ — Obstruction; obstacle
- ସଂ. ବି (ହନ୍ ଧାତୁ=ବଧ କରିବା+ଭାବ. ଅ; ହନ ସ୍ଥାନରେ ଘାତ ଆଗମ) — ଶୁଣ ହେ ପୃଥୁ ନୃପନାଥ, ଇନ୍ଦ୍ର ଯେ କଲା ଯଜ୍ଞେ ଘାତ—ଜଗନ୍ନାଥ. ଭାଗବତ।
- ସଂ. ବି (ହନ୍ ଧାତୁ=ବଧ କରିବା+ଭାବ. ଅ; ହନ ସ୍ଥାନରେ ଘାତ ଆଗମ) — ଅନିଷ୍ଟ; କ୍ଷତି — Injury; loss
- ସଂ. ବି (ହନ୍ ଧାତୁ=ବଧ କରିବା+ଭାବ. ଅ; ହନ ସ୍ଥାନରେ ଘାତ ଆଗମ) — ଅହିତ; ଅମଙ୍ଗଳ — Evil