ଘାତାବେଶ Ghātābeṡa

  • ସଂ. ବି. ( 6 ଷ୍ଠୀ ତତ୍; ଘାତ+ ଆବେଶ) — (ଗଣିତ) ରାଶିରେ ଘାତଚିହ୍ନ (ବର୍ଗ ବା ଘନଚିହ୍ନ) ଯୋଖିବା ପ୍ରକ୍ରିୟା — (mathematics) Involution
  • ସଂ. ବି. ( 6 ଷ୍ଠୀ ତତ୍; ଘାତ+ ଆବେଶ) — [ଦ୍ର—କୌଣସି ରାଶି ଧାରାବାହିକରୂପେ ସେହି ରାଶିଦ୍ୱାରା ଗୁଣିତ ହେଲେ ଗୋଟିଏ ଗୋଟିଏ ରାଶି ଉତ୍ପନ୍ନ ହୁଏ; ଯେଉଁ ପ୍ରକ୍ରିୟା ଦ୍ୱାରା ଏହି ରାଶିମାନ ଉତ୍ପନ୍ନ ହୁଏ ତାହାର ନାମ ଘାତାବେଶ।]