ଘାଣ୍ଟିବା Ghāṇṭibā

  • ଦେ. କ୍ରି. (ସଂ. ଘଟ୍ଟ ଧାତୁ) — ଗୋଳିବା; ଅଲୋଡ଼ନ କରିବା; ଗୋଳାଇବା — To stir up; to thoroughly mix up; to agitate
  • ଦେ. କ୍ରି. (ସଂ. ଘଟ୍ଟ ଧାତୁ) — ଦହଗଞ୍ଜ କରିବା — To put into much trouble; to harass
  • ଦେ. କ୍ରି. (ସଂ. ଘଟ୍ଟ ଧାତୁ) — ନୃପତିମତ ହୋଇ ରହିଅଛି ମୁହିଁ ନ ଘାଣ୍ଟ କାମ ମୋତେ ବିଷୟରେ ନେଇ। କୃଷ୍ଣସିଂହ. ମହାଭାରତ. ଶାନ୍ତି ପର୍ବ।
  • ଦେ. କ୍ରି. (ସଂ. ଘଟ୍ଟ ଧାତୁ) — ମନରେ କଷ୍ଟ ଦେବା — To disturb or perturb the mind
  • ଦେ. କ୍ରି. (ସଂ. ଘଟ୍ଟ ଧାତୁ) — ଅତ୍ୟନ୍ତ ବିରକ୍ତ କରିବା — To tease
  • ଦେ. କ୍ରି. (ସଂ. ଘଟ୍ଟ ଧାତୁ) — ପାଣିକୁ ଗୋଳାଇବା — To agitate water and make it turbid