ଘାଣ୍ଟିକ Ghāṇṭika
- ସଂ. ବି. (ଘଣ୍ଟ+ବାଦନାର୍ଥେ. ଇକ) — ଯେଉଁ ବ୍ଯକ୍ତି ଦେବାଳୟରେ ଘଣ୍ଟ ବଜାଏ; ଘଣ୍ଟୁଆ — Bell-ringer in a temlple
- ସଂ. ବି. (ଘଣ୍ଟ+ବାଦନାର୍ଥେ. ଇକ) — ଧାତୁରା ଗଛ — The Thorn-apple plant
- ସଂ. ବି. (ଘଣ୍ଟ+ବାଦନାର୍ଥେ. ଇକ) — ବୈତାଳିକ; ସ୍ତୁତିପାଠକ — Chanter of hymns or panegyrics
- ସଂ. ବି. ପୁଂ — ଘଣ୍ଟା ବାଦନକାରୀ — Ringing a bell or gong