ଘାଣ୍ଟିଆ Ghāṇṭiā
- ଦେ. ବି. — (ସଂ. ଘଟ୍ଟ ଧାତୁ)—ଶସ୍ୟବିଶେଷ — Name of a grain
- ଦେ. ବି. — (ସଂ. ଘଣ୍ଟ) ଘାଣ୍ଟ ତରକାରି (ଦେଖ) — Ghāṇṭa tarakāri (See)
- ଦେ. ବି. — ବହୁ ଦ୍ରବ୍ୟ ମିଶ୍ରଣରେ ପ୍ରସ୍ତୁତ ଖାଦ୍ୟ — Hotchpotch
- ଦେ. ବି. — ଭୌରବୀର ଭୋଗଯୋଗ୍ୟ, ବୀଭତ୍ସ ଘାଣ୍ଟିଆ। ରାଧାନାଥ. ମହାଯାତ୍ରା।
- ବି — ଗୋଳିଆ; ମିଶ୍ରିତ — Well mixed; well stirred