ଘାଉଁରି ଖାଇବା Ghāuñri khāibā

  • ଦେ. କ୍ରି — ଚକ୍ରାକାର ଗତି କରିବା — To whirl round
  • ଦେ. କ୍ରି — ମୁଣ୍ଡବୁଲାଇ ହେବା — To reel down
  • ଦେ. କ୍ରି — 3 ମୁଣ୍ଡ ବୁଲାଇ କଚାଡ଼ି ହୋଇ ପଡ଼ିବା — 3ମୁଣ୍ଡ ବୁଲାଇ କଚାଡ଼ି ହୋଇ ପଡ଼ିବା— 3. To fall down or totter reeling