ଘସ୍ରନାଥନନ୍ଦନା Ghasranāthanandanā

  • ସଂ. ବି. ସ୍ତ୍ରୀ. [ 6 ଷ୍ଠୀ ତତ୍; ଘସ୍ରନାଥ (ସୂର୍ଯ୍ୟ)ଙ୍କ କନ୍ଯା] — ଯମୁନା — The river J̄amunā
  • ସଂ. ବି. ସ୍ତ୍ରୀ. [ 6 ଷ୍ଠୀ ତତ୍; ଘସ୍ରନାଥ (ସୂର୍ଯ୍ୟ)ଙ୍କ କନ୍ଯା] — ଘସ୍ରନାଥନନ୍ଦନା ଅନାଭଣିକି ମନା କରୁ ଯେ ଥାଉଁ ହଟି ଚାହିଁଲୁରେ— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଘ ଗାତ।