ଘଷିଗୋଟେଈ Ghashigoṭeī
- ଦେ. ବିଣ. ସ୍ତ୍ରୀ. (ଗାଳି) — ଯେଉଁ ସ୍ତ୍ରୀ ଦାଣ୍ଡରୁ, ପଡ଼ିଆରୁ ଓ ବିଲରୁ ଗୋବର ଗୋଟାଇ ସେହି ଗୋବରରେ ଘଷି ପାରି ଉକ୍ତ ଘଷିକୁ ବିକି ଜୀବିକା ଅର୍ଜନ କରେ — (a term of abuse) A woman who picks up the leavings of cattle from fields and roads and after turning them into cowdung-cakes earns her living by selling them