ଘଷି ହେବା Ghashi hebā
- ଦେ. କ୍ରି. ସଂ. (ଘୃଷ ଧାତୁ) — ଅନ୍ଯ ବ୍ଯକ୍ତି ବା ବସ୍ତୁ ଦେହରେ ଆପଣା ଅଙ୍ଗକୁ ଘର୍ଷଣ କରିବା — 1. To rub one's body against a thing or another's body
- ଦେ. କ୍ରି. ସଂ. (ଘୃଷ ଧାତୁ) — (ଘଷିବା କ୍ରିୟାର କର୍ମବାଚ୍ୟ) ଘର୍ଷିତ ହେବା — (passive voice of Ghashibā) To be rubbed