ଘଷି ପରାଳି Ghashi parāḻi
- ଦେ. (ଶୂଦ୍ର ଭାଷା)—ବିଣ. ପୁଂ. ଓ ସ୍ତ୍ରୀ — ଘଷି ତିଆରି କରିବା ଉଦ୍ଦେଶ୍ୟରେ ଗୋବରକୁ ଚକଟି ତାକୁ ହାତଦ୍ୱାରା ପିଷ୍ଟକାକାର ଭିନ୍ନ ଭିନ୍ନ ଖଣ୍ଡ କରି ସୂର୍ଯ୍ୟକିରଣ ଦ୍ୱାରା ଶୁଖିବା ପାଇଁ ଉକ୍ତ ଖଣ୍ଡମାନ ଭୂମିରେ ବା କାନ୍ଥରେ ଯେ ପାରେ ବା ସ୍ଥାପନ କରେ — A person who rolls collected cowdung into cakes and lays them on the ground or wall for being dried up