ଘଷି ଦେବା Ghashi debā

  • ଦେ. କ୍ରି. — ଘଷିବା (ଦେଖ) — Ghashibā (See)
  • ଦେ. କ୍ରି. — ଦ୍ରୌପଦୀଦେବୀ ତାଙ୍କ ପାଦ ତଳେ ବସି, ବେନି କରେ ଅଳପ ଦେଉଥିଲେ ଘଷି। କୃଷ୍ଣସିଂହ. ମହାଭାରତ।