ଘଷର ପଶର Ghashara paṡara

  • ଦେ. ଅ — ଘଷର ଘଷର (ଦେଖ) — Ghashara ghashara (See)
  • ଦେ. ଅ — ଲହର ପହର; ବହୁବାର ଏକସ୍ଥାନ ପାଖ ଦେଇ ଯିବା ଆସିବା କରିବା — Moving to and fro about a place
  • ଦେ. ଅ — ତୁମେ ଯହିଁ ପାଇଁ ଘଷରପଶର ଆମେ ସେ କଥାଟି ଜାଣୁ—ଢଗ।
  • ଦେ. ଅ — କୌଣସି କାର୍ଯ୍ୟ କରିବା ବିଷୟରେ ଅନୁଚିତ ବିଳମ୍ବ ବା ଶିଥିଳତା — Undue delay or laxity in the doing of a work