ଘଷର ଘଷର Ghashara ghashara

  • ଦେ. ଅ. (ଧ୍ୱନ୍ୟନୁକରଣ; ସଂ. ଘୃଷ୍ ଧାତୁ) — ଏକ ପଦାର୍ଥକୁ ଅନ୍ଯ ପଦାର୍ଥରେ (ଯଥା—ଖୁରକୁ ଚମ ଉପରେ ଘଷିବା।) ଘଷିବାର ଶବ୍ଦ — Sound produced by rubbing or friction