ଘଳ୍ କିନା Ghaḻ kinā
- ଦେ. କ୍ରି. ବିଣ. (ଧ୍ୱନ୍ୟନୁକରଣ) — ହଠାତ୍ ବହୁ ପରିମାଣରେ (ପୂଜ ବା ପାଣି ବୋହିବା) — Copiously (said of sudden discharge of pus or water)
- ଦେ. କ୍ରି. ବିଣ. (ଧ୍ୱନ୍ୟନୁକରଣ) — (ଯଥା—ହିଡ଼ରେ ଗୋଟାଏ କଣା ବାଟେ ଘଳ୍ କିନା ପାଣି ବାହାରିଲା; ବଥରୁ ଘଳ୍ କିନା ଗୁଡ଼ାଏ ପୂଜ ବାହାରି ପଡ଼ିଲା।)