ଘର୍ମାର୍ଦ୍ର Gharmārdra

  • ସଂ. ବିଣ. ( 3 ୟା ତତ୍; ଘର୍ମ+ଆର୍ଦ୍ର) — ଝାଳଦ୍ୱାରା ଓଦା ହୋଇଥିବା; ସ୍ୱେଦାର୍ଦ୍ର — Wet with sweat