ଘର୍ମାନ୍ତକାମୁକୀ Gharmāntakāmukī

  • ସଂ. ବି. ସ୍ତ୍ରୀ. ( 7 ମୀ ତତ୍; ଘର୍ମାନ୍ତ+କାମୁକୀ) — ବକ; ବଳାକା — The heron
  • ସଂ. ବି. ସ୍ତ୍ରୀ. ( 7 ମୀ ତତ୍; ଘର୍ମାନ୍ତ+କାମୁକୀ) — [ଦ୍ର—ବର୍ଷାଋତୁ ବକମାନଙ୍କର ଋତୁକାଳ ବା ସଙ୍ଗମସମୟ।]