ଘର୍ମାକ୍ତ Gharmākta

  • ସଂ. ବିଣ. ( 3 ୟା ତତ୍; ଘର୍ମ+ଅକ୍ତ=ସିକ୍ତ) — ଝାଳଦ୍ୱାରା ଓଦା ହୋଇଥିବା ବା ଝାଳରେ ବୁଡ଼ିଥିବା; ସ୍ୱେଦାର୍ଦ୍ର — Wet with sweat; perspiring