ଘର୍ଘରିବା Ghargharibā

  • ଦେ. (ପଦ୍ଯ) କ୍ରି (ସଂ. ଘର୍ଘର) ଘର୍ଘର୍ ହେବା; ଘଡ଼୍ଘଡ଼୍ ଶବ୍ଦ କରିବା — To make a rattling sound; to rattle
  • ଦେ. (ପଦ୍ଯ) କ୍ରି (ସଂ. ଘର୍ଘର) ଘର୍ଘରି ଘୂରଇ ଚକ୍ର ଉଗାରି ଅନଳ—ରାଧାନାଥ. ବେଣୀସଂହାର।