ଘର୍ଘରିତ Ghargharita

  • ସଂ. ବିଣ (ଘର୍ଘର+କରିବା ବା ଯୁକ୍ତ ଅର୍ଥରେ. ଇତ) — ଘଡ଼ଘଡ଼ଶବ୍ଦଯୁକ୍ତ — Rattling
  • ସଂ. ବି. — ଘୁଷୁରିର ଗାଉଁ ଗାଉଁ ଶବ୍ଦ — The grunting of a hog