ଘରେ ଗୋଡ଼ ଦେବା Ghare goṟḍ̠a debā
- ଦେ. କ୍ରି — ପ୍ରଥମେ ଗୃହରେ ପ୍ରବେଶ କରିବା — To enter into the house for the first time; to step into the house
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବାକୁ ଆରମ୍ଭ କରିବା — To begin to do a work
- ଦେ. କ୍ରି — ଘରେ ଗୋଡ଼ ନ ଦେଉଣୁ ମୁଣ୍ଡରେ ଚାଳ ବାଜିବା—ଢଗ।