ଘରୁ ଖାଇବା Gharu khāibā

  • ଦେ. କ୍ରି — ନିଜ ଗୃହରେ ଅର୍ଥାତ୍ ନିଜ ବ୍ଯୟରେ ଭୋଜନ କରିବା — To eat at one's own cost; to meet one's fooding-expenses out of one's pocket
  • ଦେ. କ୍ରି — ଘରୁ ଖାଇ ପର କାମ କରେ କିଏ ବାପା? ଫକୀରମୋହନ. ଉତ୍କଳଭ୍ରମଣ।