ଘରା ଖାଇବା Gharā khāibā

  • ଦେ. ବି — ଶଗଡ଼ର ଚକଦ୍ୱାରା ଅଖ ଘଷିହୋଇ ଅଖରେ ଖାଲ ବା ଛିଦ୍ର ହେବା — The wearing away of the axle by constant friction of the wheel
  • ଦେ. ବି — ମୁହଁରୁ ହଠାତ୍ ବାକ୍ୟ ସ୍ପଷ୍ଟଭାବରେ ନ ବାହାରି ଖନି ମାରିବା — Stammering