ଘରଭଙ୍ଗା Gharabhaṅgā

  • ଦେ. ବିଣ. ପୁଂ. (ସଂ. ଘର+ ଭଞ୍ଜକ) — ଯେଉଁ ବ୍ଯକ୍ତି ଅନ୍ୟର ପରିବାରରେ ଅନିଷ୍ଟ ବା ବିବାଦ ଜାତ କରାଏ — Causing rupture in a family
  • ଦେ. ବିଣ. ପୁଂ. (ସଂ. ଘର+ ଭଞ୍ଜକ) — ଯେଉଁ ବ୍ୟକ୍ତି ଏକାନ୍ନବର୍ତ୍ତୀ ପରିବାରକୁ ପୃଥକାନ୍ନ କରାଏ — 3. Causing separation amongst the members of a joint family
  • ଦେ. ବିଣ. ପୁଂ. (ସଂ. ଘର+ ଭଞ୍ଜକ) — ଯେଉଁ ବ୍ଯକ୍ତି ଅନ୍ଯ ପରିବାରକୁ ଉତ୍ସନ୍ନ ବା କଳଙ୍କିତ କରେ — Causing ruin or scandal to a family