ଘରବାହାର ହେବା Gharabāhāra habā
- ଦେ. କ୍ରି — କୌଣସି ପ୍ରତ୍ୟାଶିତ ପ୍ରିୟଜନର ଆଗମନ ବା ଘଟଣା ଘଟିବାର ଅପେକ୍ଷାରେ (କୌଣସି ବ୍ଯକ୍ତି) ଏ କ୍ଷଣରେ ଘରୁ ବାହାରକୁ ଆସୁଥିବା ଓ ଅନ୍ୟକ୍ଷଣରେ ବାହାରୁ ଘରକୁ ଯାଉଥିବା — To repeatedly come out of and go into the house alternately (being restless) in anticipation of an expected person arriving or on expected event happening