ଘରବୁହା Gharabuhā

  • ଦେ. ବିଣ — ଘରଭଙ୍ଗା (ଦେଖ) — Gharabhaṅgā (See)
  • ଦେ. ବିଣ — ଜାଣି ପାରିଲେ କଂସ ପେଷି କରିବ ଧ୍ୱଂସ ଜଟିଳ ସୁତ ଘରବୁହାକୁ ଗୋ—କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. ବିଣ — ଯେ ପର ଘରୁ ଜନିଷପତ୍ର ବୋହି ନିଏ — Carrying away things from a house