ଘରବର ଦେଖା Gharabara dekhā

  • ଦେ. ବି. — କନ୍ଯା ନିମନ୍ତେ ବର ଓ ବରର ଗୃହ ଓ ବରର ବୈଷୟିକ ଅବସ୍ଥା ଦେଖିବା କ୍ରିୟା — The act of selecting a bridegroom, for a girl after seeing the bridegroom his house and his material condition