ଘର ଭାଙ୍ଗିଯିବା Ghara bhāṅgij̄ibā
- ଦେ. ବି. — ଗୃହ ମରାମତ ଅଭାବରୁ ଭଗ୍ନ ବା ଭୂମିସାତ୍ ହେବା — The falling down of a house (for want of repairs)
- ଦେ. ବି. — ଏକାନ୍ନବର୍ତ୍ତୀ ପରିବାରର ବ୍ଯକ୍ତିଗଣ ପୃଥକାନ୍ନବାସ ହେବା — Separation amongst the members of a hitherto joint (Hindu) family