ଘର ବୁଡ଼ିବା Ghara buṟḍ̠ibā

  • ଦେ. ବି. — ବଢ଼ିପାଣି ଆଦିରେ ଘରଦ୍ୱାର ବୁଡ଼ିଯିବା — The rise of flood-water over the roofs of houses
  • ଦେ. ବି. — କୌଣସି ପରିବାରର ଘରଦ୍ୱାର ଏକାବେଳକେ ଧ୍ୱସ୍ତ ହେବା — Ruination of a family
  • ଦେ. ବି. — ଏତେକେ ବୁଡ଼ିଲା ମୋ ଘର, ଉଣ୍ଡ ଲୋ ମୋହର ଆଗର— ଜଗନ୍ନାଥ ଭାଗବତ।
  • ଦେ. ବି. — ପରିବାର କଳଙ୍କିତ ହେବା — Scandalisation of a family