ଘର ବୁଡ଼ାଇବା Ghara buṟḍ̠āibā
- ଦେ. କ୍ରି — ଅନ୍ୟର ଅନିଷ୍ଟ ଘଟାଇବା — To harm another
- ଦେ. କ୍ରି — ପରିବାରରେ ଅଶାନ୍ତି ବା କଳଙ୍କ ଘଟାଇବା — To cause dessension or scandal in a family
- ଦେ. କ୍ରି — କୌଣସି ପରିବାରର ସ୍ତ୍ରୀକୁ ଫୁସୁଲାଇ କୁଳରୁ ବାହାର କରି ନେବା — To seduce a woman of a family