ଘର ବସିଯିବା Ghara basij̄ibā

  • ଦେ. ବି. — କୌଣସି ତିଆରି ଘର ମାଟି ତଳକୁ ଦବି ଯିବା — Setting down of a house into the ground
  • ପ୍ରାଦେ (କଟକ) ବି (ଲକ୍ଷଣାର୍ଥ) ପରିବାରର ପୂର୍ବ ସମୃଦ୍ଧିର ହ୍ରାସ — Diminishing of the former prosperity