ଘର ଧରିବା Ghara dharibā
- ଦେ. କ୍ରି. — ଦୂରଦେଶରୁ ଆସି ଘରେ ପହଞ୍ଚିବା — To reach the house on coming back from abroad
- ଦେ. କ୍ରି. — ନିଜର ଭ୍ରାନ୍ତି ବୁଝି ପାରିବା — To find out one's error
- ଦେ. କ୍ରି. — ଚିନ୍ତାମଗ୍ନ ହେବା — To be immersed in thought
- ଦେ. କ୍ରି. — ନିଜର ଅବସ୍ଥା ଉପଲବ୍ଧି କରିବା — To understand one's own situation
- ଦେ. କ୍ରି. — (ଯଥା—ତା ମନ ଘର ଧରିଲାଣି।)
- ପ୍ରାଦେ ଗଞ୍ଜାମ) କ୍ରି — (ବାଳିକା) ପ୍ରଥମେ ଋତୁମତୀ ହେବା; ଘରଯୋଗ୍ୟ ହେବା — (a girl) To have the first menses