ଘର ଚାଳିବା Ghara chāḻibā

  • ଦେ. କ୍ରି — ଘର ଚଳାଇବା (ଦେଖ) — Ghara chaḻāiba (See)
  • ଦେ. ବି — ଗୃହସ୍ଥର ଦୈନନ୍ଦିନ କାର୍ଯ୍ୟର ପରିଚାଳନ — The carrying out of the daily affairs of a house-hold