ଘର ଚଳାଇବା Ghara chaḻāibā

  • ଦେ. କ୍ରି — ଗୃହର କାର୍ଯ୍ୟକର୍ମ ନିର୍ବାହ କରିବା — To conduct a household; to manage the domestic affairs
  • ଦେ. କ୍ରି — ପରିବାରର ନିତ୍ୟ ଆବଶ୍ୟକ ବ୍ଯୟ ନିର୍ବାହ କରିବା ବା ଅଭାବ ପୂରଣ କରିବା — To meet the daily expenses and want of a family