ଘର ଉଜାଡ଼ିବା Ghara ujāṟḍ̠ibā

  • ଦେ. କ୍ରି — ଯତ୍ନ ଓ ଜୀର୍ଣ୍ଣସଂସ୍କାର ଅଭାବରୁ ଘରକୁ ଖିନିଖରାପ ବା ନଷ୍ଟ କରିବା — To let a house go to ruins for want of proper care or repairs
  • ଦେ. କ୍ରି — ଅପବ୍ଯୟ ଓ ଦାନଦ୍ୱାରା ଗୃହକୁ ଶୂନ୍ଯ କରିବା — To make one's house empty by squandering or gifts