ଘନସ୍କନ୍ଧ Ghanaskandha

  • ସଂ. ବି [ବହୁବ୍ରୀହି; ଘନ+ସ୍କନ୍ଧ; ଯାହାର ସ୍କନ୍ଧ (ଗଣ୍ଡିରୁ ଶାଖା ବାହାରିବା ଅଂଶ) ଘନ] — କୋଷାମ୍ର; ସତ୍ୟଆମ୍ବା ଗଛ — The wild Olive tree; Magnifera Sylvatica (M.W.)