ଘନଲତା Ghanalatā

  • ସଂ. ବି — ବିଦ୍ୟୁତ୍; ବିଜୁଳି — Lightning
  • ସଂ. ବି — ଭିଡ଼ନ୍ତେ ହୃଦ ପଥରେ, ଘନଲତା ପରି ଥରେ। ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।