ଘଣ୍ଟାପଥ Ghaṇṭāpatha

  • ସଂ. ବି. (ମ. ପ. ଲୋ; ବେକରେ ଘଣ୍ଟା ଝୁଲୁଥିବା ହାତୀ— ଆଦିଙ୍କ ଯିବା ପଥ) — ବଡ଼ଦାଣ୍ଡ; ସହର ବା ଗ୍ରାମର ସଦର ଦାଣ୍ଡ — Highway; the chief road of a village or town
  • ସଂ. ବି. (ମ. ପ. ଲୋ; ବେକରେ ଘଣ୍ଟା ଝୁଲୁଥିବା ହାତୀ— ଆଦିଙ୍କ ଯିବା ପଥ) — ଦଶଧେନ୍ୱନ୍ତର ରାଜମାର୍ଗ — A very wide highway
  • ସଂ. ବି. (ମ. ପ. ଲୋ; ବେକରେ ଘଣ୍ଟା ଝୁଲୁଥିବା ହାତୀ— ଆଦିଙ୍କ ଯିବା ପଥ) — ମଲ୍ଲୀନାଥ କୃତ କିରାତାର୍ଜୁନୀୟ କାବ୍ୟର ଟୀକା — Title of Mallīnātha's commentary on the Kirātārjunīya