ଘଣ୍ଟାଘଣ୍ଟି Ghaṇṭāghaṇṭi

  • ଦେ. ବି. — ଉତ୍ତମରୂପେ ଘାଣ୍ଟିବା — Thorough stirring up
  • ଦେ. ବି. — ବିପର୍ଯ୍ୟସ୍ତ ବା ଇତସ୍ତତଃ ବିକ୍ଷିପ୍ତ କରିବା — Acts of throughly mixing up; rough handling
  • ଦେ. ବି. — ଗୋଳମାଳ — Confusion; row
  • ଦେ. ବି. — ଧରପଗଡ଼; କୌଣସି ବିଷୟ ନିର୍ଣ୍ଣୟ କରିବା ଉଦ୍ଦେଶ୍ୟରେ ବିଶେଷ ଅନୁସନ୍ଧାନ — Thorough or sifting enquiry of a matter
  • ଦେ. ବି. — ଲେଉଟପାଉଟ; ନିପର୍ଯ୍ୟାସ — Act of making topsy-turvy