ଘଣ୍ଟା ବାଜିବା Ghaṇṭā bājibā
- ଦେ. ବି — ଘଣ୍ଟା ଧ୍ୱନିତ ହେବା — The ringing of a bell
- ଦେ. ବି — ଦେବତାଙ୍କ ନିକଟରେ ଭୋଗ ବା ପୂଜା ହେବା ସମୟରେ ଘଣ୍ଟା ବାଦିତ ହେବା — The ringing of gongs during the offering of bhoga to a Deity
- ଦେ. ବି — ବଡ଼ ଦେଉଳରେ ବାଜିଲା ଘଣ୍ଟା ଖାଣ୍ଡିଖିଆଙ୍କର ଉଠିଲା ଅଣ୍ଟା। ଢଗ।
- ଦେ. ବି — ଘଟିକାରେ ଏତେ ଘଣ୍ଟା ସମୟ ହେବାର ସୂଚକ ଘଣ୍ଟା ଧ୍ୱନିତ ହେବା — The striking of a gong indicating the hour of the clock; chiming of the hour of a clock