ଘଣ୍ଟମାଳି Ghaṇṭamāḻi
- ଦେ. ବି — ଗୁଡ଼ିଏ କ୍ଷୁଦ୍ର ମାଳାକାରରେ ବନ୍ଧା ହୋଇ— ଥିବା ହସ୍ତୀ, ଘୋଡ଼ା ଓ ବଳଦଙ୍କ ସାଜବିଶେଷ — An equipment for the elephant horse and bullock consisting of a string of bells
- ଦେ. ବି — ହାଉଦା ଅମାରି ଆନ୍ଧୁ ଶିକୁଳି ଟୋପର ପଲାଞ୍ଚିଆ ଘଣ୍ଟମାଳୀ— ବ୍ରଜନାଥ. ସମରତରଙ୍ଗ।